Książka Muthae Akshyara Manasi Goswami

Muthae Akshyara

Język: Orija
Oprawa: Miękka
Dostępność: Dostępna u dostawcy
Wysyłamy za 14-21 dni
53.68
କିଛି ଗଳ୍ପ ପଢ଼ିଲେ ସେ ଗଳ୍ପର କାହାଣୀ ସହ ମଣିଷ ନିଜକୁ ଯୋଡ଼ି ପାରେ । ଲାଗେ, ଗପଟି ସତେ ଯେମିତି ତା'ର ଅଙ୍ଗେ ନିଭାଇଥିବା...

Informacje o książce

Język
Orija
Oprawa
Książka - Miękka
Data wydania
2022
strony
102
EAN
9781645602446
ISBN
1645602443
Enbook ID
39139294
Waga
141
Wymiary
140 x 216 x 6

Pełny opis

କିଛି ଗଳ୍ପ ପଢ଼ିଲେ ସେ ଗଳ୍ପର କାହାଣୀ ସହ ମଣିଷ ନିଜକୁ ଯୋଡ଼ି ପାରେ । ଲାଗେ, ଗପଟି ସତେ ଯେମିତି ତା'ର ଅଙ୍ଗେ ନିଭାଇଥିବା କଥା ବଖାଣୁଛି । ଅଭିଜ୍ଞତା, ଅନୁଭୂତି ସହ ନିଜସ୍ୱ ବୌଦ୍ଧିକ ବିଚାରକୁ ଯଥୋଚିତ ସ୍ୱୀକୃତି ଦେଇ ସୃଷ୍ଟି କରାଯାଉଥିବା ଗଳ୍ପ ଖୁବ୍ ବାସ୍ତବଧର୍ମୀ ହୋଇଥାଏ । ଏଭଳି ଗପ ମନକୁ ଛୁଏଁ ଏବଂ ଗପଟି ପଢ଼ିସାରିଲା ପରେ ବି ଅନେକ ଦିନ ଧରି ଏହାର ସାରମର୍ମ ହୃଦୟକୁ ଛୁଇଁ ଚାଲିଥାଏ । ବିଦ୍ୟାଳୟ ଶବ୍ଦଟି ଏଭଳି ଏକ ଆଦର ଓ ଆବେଗର ଶବ୍ଦ ଯେ ଏଥି ସହ ସବୁ ବର୍ଗ, ବୟସ, ଜାତି, ଭାଷା ଓ ଶ୍ରେଣୀର ଲୋକେ ହୃଦୟର ସହ ଯୋଡ଼ି ହୋଇଥା'ନ୍ତି । ବିଦ୍ୟାଳୟଟିଏ ଅନେକ କାହାଣୀର ମୂକସାକ୍ଷୀ । ଗୋଟିଏ ପଟେ କୃତିତ୍ୱ, ଖ୍ୟାତି, ପ୍ରଶଂସା ଓ ସମ୍ମାନର ଜୟ ଜୟକାରରେ ଗର୍ବିତ ବିଦ୍ୟାଳୟ, ଅନ୍ୟପଟେ ଅନେକ ଅକୁହା ବେଦନା, କ୍ଷୋଭ, ଅପ୍ରାପ୍ତି, ନିନ୍ଦା ଓ ପରାଜୟର ସଜଳ ଶ୍ଳୋକକୁ ତା' ହୃଦୟରେ ନୀରବରେ ବହନ କରି ଚାଲିଥାଏ । ଏହି ଅନୁଷ୍ଠାନଟି ସହ ପୁରା ସମାଜ ସହଭାଗୀ । ତେଣୁ ବିଦ୍ୟାଳୟର ଆତ୍ମକଥା, ସାମାଜିକ ଚିନ୍ତା ଓ ଚେତନାର ସମୟୋଚିତ ପ୍ରତିଫଳନ । ନିଜକୁ ଚରିତ୍ର ହିସାବରେ ଗଳ୍ପ ଭିତରେ ରଖି କିଛି ଅଭିଜ୍ଞତା ଓ ଅନୁଭବ ସହିତ ନିଜସ୍ୱ ବୌଦ୍ଧିକ ଚିନ୍ତନ ଶକ୍ତିକୁ ଉପଯୋଗ କରି କାହାଣୀ ଗୁଡ଼ିକୁ ଗଢ଼ି ତୋଳିଛି । ଏଭଳି ଶୈଳୀଟିର ନିଆରା ସ୍ୱଚ୍ଛନ୍ଦତା ରହିଛି । ତେଣୁ ଗଳ୍ପଗୁଡ଼ିକ ପାଠକ/ ପାଠିକାମାନଙ୍କ ପାଇଁ ସୁଖପାଠ୍ୟ ହେବ ବୋଲି ଆଶା କରେ ।



Klienci, którzy kupili tę książkę, kupili również

The Gulag Archipelago Volume 1

Aleksandr Solzhenitsyn
143.43

Jim's Jungle

James Hanners
28.38

Il trono di spade. Libro 3

George R. R. Martin
137.55
154.88

Penelope's English Experiences

Kate Douglas Smith Wiggin
32.16

Resultado final

LIDIA LEON ESTEBAN
61.05

Make: Bluetooth

Alasdair Allan
97.31

Sonderbare Geschichten

Otto Julius Bierbaum
111.25

Big Stick

Barry Phipps
64.34
107.57
433.29