Książka Niraba Nadira Sua Govind Chandra Dash

Niraba Nadira Sua

Język: Orija
Oprawa: Miękka
Dostępność: Dostępna u dostawcy
Wysyłamy za 14-21 dni
61.01
କବିତା ହେଉଛି କବି ପ୍ରାଣର କଳ୍ପନା ପ୍ରସୂତ କାବ୍ୟିକ ଅଭିବ୍ୟକ୍ତି। କବିତାର କାୟାକଳ୍ପ ଗଢ଼ାହୁଏ ଭିଜା ମାଟିର ବାସ୍ନାରେ,...

Informacje o książce

Język
Orija
Oprawa
Książka - Miękka
Data wydania
2025
strony
120
EAN
9781645608073
ISBN
1645608077
Enbook ID
50252288
Waga
162
Wymiary
140 x 216 x 7

Pełny opis

କବିତା ହେଉଛି କବି ପ୍ରାଣର କଳ୍ପନା ପ୍ରସୂତ କାବ୍ୟିକ ଅଭିବ୍ୟକ୍ତି। କବିତାର କାୟାକଳ୍ପ ଗଢ଼ାହୁଏ ଭିଜା ମାଟିର ବାସ୍ନାରେ, ଜୀବନ ଜିଇଁବାର କଳାକୌଶଳରେ, ପ୍ରକୃତି ଓ ଜଗତ ପ୍ରତି ଅହେତୁକ ସ୍ନେହ, ଶ୍ରଦ୍ଧା, ମମତ୍ୱବୋଧରେ, ଭାବ, ଆବେଗ, ଲଳିତ ପଣ ଓ ପ୍ରେମର ଆଧ୍ୟାତ୍ମିକ ତଲ୍ଲୀନତା ଭିତରେ। ଭାଷା ମାଧ୍ୟମରେ ଭାବର ପରିପ୍ରକାଶ ଘଟେ, ଭାଷା ଶିଖାଏ ସାହିତ୍ୟ। ଉନ୍ନତ ମାନର କବିତା ତାକୁ ହିଁ କହନ୍ତି ଯାହା ପାଠକର ହୃଦୟକୁ ସ୍ପର୍ଶ କରେ, ତା'ର ଚିନ୍ତାଧାରାକୁ ଉନ୍ନତ କରେ, ଦୃଷ୍ଟିଭଙ୍ଗୀକୁ ବଦଳାଇ ଦିଏ, ଚେତନାର ଉଦ୍ରେକ କରାଇ ଏକ ସୁସ୍ଥ ସମାଜ ଗଠନରେ ମୁଖ୍ୟ ଭୂମିକା ନିଭାଏ।

"ନୀରବ ନଦୀର ସୁଅ"ରେ ସନ୍ନିବେଶିତ ୪୮ଟି ଯାକ କବିତା ସବୁ ଭିନ୍ନ ସ୍ୱାଦର। ଏ ସବୁ କବିତାରେ ଆଧୁନିକ ମଣିଷର ଅସହାୟତା, ଦୁଃସ୍ଥ ସାମାଜିକ ବ୍ୟବସ୍ଥାର ରୂପକଳ୍ପ, କଳ୍ପନା ଭିତରେ ବାସ୍ତବତାକୁ ବାନ୍ଧି ରଖିବାର ପ୍ରୟାସ, ନୀରବତା ଭିତରେ ଭାବାନ୍ତର ସୃଷ୍ଟି କରିବାର ଅନନ୍ୟ ଆବେଗ, ଗତିଶୀଳ ସମୟକୁ ପ୍ରତୀକାତ୍ମକ ଭାବେ ଅନୁଭବି ଜୀବନର ନିର୍ଦ୍ଦିଷ୍ଟତାକୁ ପର୍ଯ୍ୟବେକ୍ଷଣ କରିବାର ପ୍ରଚେଷ୍ଟା ଆଦି ଅତି ମାତ୍ରାରେ ପ୍ରତିଫଳିତ ହୋଇଛି।

Klienci, którzy kupili tę książkę, kupili również

Times Distractions

Diane Weltner Strommer
71.18
151.36

Graph Paper Designs

John H Lettau
42.94
48.57
721.59

Die Praxis Des Organischen Chemikers

Ludwig Heinrich Gattermann Wieland
620.97

Pilates Method

Lawrence Debbie Lawrence
184.93
26.75

Simple Pleasures

David Alvarado
111.86
407.59