Książka Godhulira Ranga Rabindranath Nayak

Godhulira Ranga

Język: Orija
Oprawa: Miękka
Dostępność: Dostępna u dostawcy
Wysyłamy za 9-15 dni
60.17
'ଗୋଧୂଳିର ରଙ୍ଗ' ଏକ ହାସ୍ୟରସାତ୍ମକ କବିତାର ସମାହାର। ଏଇ ପୁସ୍ତକରେ ଯେଉଁ ଚରିତ୍ରମାନଙ୍କର ଅବତାରଣା କରାଯାଇଛି, ସେଗୁଡ଼...

Informacje o książce

Język
Orija
Oprawa
Książka - Miękka
Data wydania
2025
strony
132
EAN
9781645608134
ISBN
1645608131
Enbook ID
50277611
Waga
177
Wymiary
140 x 216 x 7

Pełny opis

'ଗୋଧୂଳିର ରଙ୍ଗ' ଏକ ହାସ୍ୟରସାତ୍ମକ କବିତାର ସମାହାର। ଏଇ ପୁସ୍ତକରେ ଯେଉଁ ଚରିତ୍ରମାନଙ୍କର ଅବତାରଣା କରାଯାଇଛି, ସେଗୁଡ଼ିକ ସମ୍ପୂର୍ଣ୍ଣ କାଳ୍ପନିକ। ପରିଣତ ବୟସରେ ସେମାନଙ୍କ ସୁଖଦୁଃଖ, ଥଟ୍ଟାପରିହାସ ଓ ସ୍ନେହ ପ୍ରେମକୁ ଆଧାର କରି ବିଷୟବସ୍ତୁର ପରିକଳ୍ପନା କରାଯାଇଛି। ଗାଁ ଗହଳିର ଶାନ୍ତ ପରିବେଶରେ ଗଢ଼ି ଉଠିଥିବା ସେମାନଙ୍କ ଜୀବନ ଶୈଳୀକୁ ଅତି ଗାଉଁଲୀ କଥିତ ଭାଷାରେ ରୂପ ଦେବାକୁ ଚେଷ୍ଟା କରାଯାଇଛି। ସମାଜରେ ନକାରାତ୍ମକ ଖଳ ଚରିତ୍ରର ଅଭାବ ନାହିଁ। ସେମାନେ କିପରି ଅଶାନ୍ତିର ମଞ୍ଜି ବୁଣି ଥାନ୍ତି ତାହା ଅନୁଭବ ହିଁ ଜାଣନ୍ତି।

              କେବଳ ହାସ୍ୟ ପରିହାସ ନୁହେଁ ଏ ପୁସ୍ତକରେ କେତେକ ଆଦର୍ଶ ଚରିତ୍ରର ନମୁନା ଦିଆଯାଇଛି। ଯେଉଁମାନଙ୍କ ତ୍ୟାଗ ଓ ବଳୀଦାନର ମହତ୍ତ୍ୱ ପ୍ରଣିଧାନଯୋଗ୍ୟ। ବସ୍ତୁବାଦୀ ମଣିଷ ମନରେ ମାନବବାଦୀ ଚେତନା ଦେବ ବୋଲି ଆଶା କରେ।

              ସାମ୍ପ୍ରତିକ ସମାଜର ମଣିଷ ଯେତେବେଳେ ସମସ୍ୟା ଜର୍ଜରିତ, ମନ ଭାରାକ୍ରାନ୍ତ, ଜୀବନ ଜିଜ୍ଞାସା ଠାରୁ ଦୂରେଇ ଯିବାକୁ ବସିଛି ଏ ଲଘୁ ହାସ୍ୟ କବିତା ମାଧ୍ୟମରେ ପାଠକମାନଙ୍କୁ କିଛି ଆନନ୍ଦ ଦେବ ବୋଲି ମୁଁ ଆଶା କରେ। ସୁଧୀ ପାଠକ ପାଠିକା ଏହାକୁ ପଢ଼ି ଯଦି କିଛି ରସ ଆସ୍ୱାଦନ କରି ପାରନ୍ତି ତେବେ ମୋ ଶ୍ରମ ସାର୍ଥକ ହେଲା ବୋଲି ଜାଣିବି।

---ରବୀନ୍ଦ୍ରନାଥ ନାୟକ